ପ୍ରଫେଟ୍ ବିବାଦ: ପଶ୍ଚିମବଙ୍ଗର ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

କୋଲକାତା: ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ହିଂସା ପରେ ପଶ୍ଚିମବଙ୍ଗର ହାୱଡାରେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ହାଓ୍ବଡା ପୋଲିସ୍ (ସହରାଞ୍ଚଳ) ଏବଂ ହାଓ୍ବଡା ପୋଲିସ୍ (ଗ୍ରାମୀଣ) ଅଧୀନ ଅଞ୍ଚଳରେ ଏହି…

ଆସନ୍ତା ୬ ମାସ ମଧ୍ୟରେ ୮୬% ଭାରତୀୟ କର୍ମଚାରୀ ଚାକିରିରୁ ଦେବେ ଇସ୍ତଫା, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ କର୍ମଚାରୀଙ୍କ ଇସ୍ତଫା ଧାରା ଚଳିତ ବର୍ଷ ମଧ୍ୟ ଜାରି ରହିବ। ନିଯୁକ୍ତି ଏଜେନ୍ସି 'ମାଇକେଲ ପେଜ' ଏକ ରିପୋର୍ଟରେ ଏହା ଦାବି କରିଛି। ରିପୋର୍ଟରେ କୁହାଯାଇଛି ଯେ ୮୬% କର୍ମଚାରୀ ଆସନ୍ତା ଛଅ ମାସ ମଧ୍ୟରେ ଚାକିରୀରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। କାରଣ…