ନିଟ୍ ପରୀକ୍ଷା କେନ୍ଦ୍ରରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରିଥିବା ପାଞ୍ଚ ମହିଳା ଗିରଫ

କୋଲ୍ଲାମ (କେରଳ) : କେରଳର ଏକ ନିଟ୍ ପରୀକ୍ଷା କେନ୍ଦ୍ରରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର କାଢିବାକୁ ବାଧ୍ୟ କରିଥିବା ଅଭିଯୋଗରେ ପାଞ୍ଚ ଜଣ ମହିଳା କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ପାଞ୍ଚ ମହିଳାଙ୍କୁ ବହୁ ଘଣ୍ଟା ଧରି ପଚରାଉଚରା ପରେ ଗିରଫ…