‘କଣ୍ଢେଇ ଯାତ୍ରା’କୁ ଅନ୍ତର୍ଜାତୀୟ ସିନେ ପୁରସ୍କାର

ବ୍ରହ୍ମପୁର: ରେଶମ ସହରର ପ୍ରାୟ ୩୦୦ ବର୍ଷରୁ ଅଧିକ ପ୍ରାଚୀନ କଳା ଓ ସଂସ୍କୃତିର ନିଦର୍ଶନ କଣ୍ଢେଇ ଯାତ୍ରା। କାହିଁ କେଉଁ ରାଜାରାଜୁଡ଼ା ଅମଳରୁ ସହରର ବଡ଼ବଜାର ଖାସପା ସାହି ଅଞ୍ଚଳରେ ବାହୁଡ଼ା ଯାତ୍ରାର ଅନ୍ତିମ ପର୍ବ ଅର୍ଥାତ୍ ଶ୍ରାବଣ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ତିଥିରେ ଆୟୋଜିତ…

ଦୁର୍ବୃତ୍ତ ଜାଳି ଦେଲେ ୮ କାର୍

ପାରଳାଖେମୁଣ୍ଡି: ରବିବାର ମଧ୍ୟରାତ୍ରରେ ପାରଳାଖେମୁଣ୍ଡି ସହରରେ ଅଜଣା ଦୁର୍ବୃତ୍ତ ଆତଙ୍କ ସୃଷ୍ଟି କରିଛନ୍ତି। ସ୍ଥାନୀୟ ଟାଉନ୍ ହଲ୍ ନିକଟରେ ଥିବା ପ୍ରାୟ ୮ ଗୋଟି କାରରେ କେହି ଦୁର୍ବୃତ୍ତ ଏକାସାଙ୍ଗରେ ନିଆଁ ଲଗାଇ ଦେଇଛି। ଫଳରେ ପ୍ରାୟ ୮ଟି କାର୍ ଜଳି ପୋଡ଼ି ସମ୍ପୂର୍ଣ୍ଣ ରୂପେ ନଷ୍ଟ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ…

ଗୀତା ମାହାତ୍ମ୍ୟ: ସମଂ କାୟଶିରୋଗ୍ରୀଵଂ ଧାରାୟନ୍ନଚଳମ ସ୍ଥିରଃ। ସଂପ୍ରେକ୍ଷ ନାଶିକାଗ୍ରଂ ସ୍ୱଂ ଦିଶଶ୍ଚନବଲୋକୟନ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗୟବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ସମଂ କାୟଶିରୋଗ୍ରୀଵଂ ଧାରାୟନ୍ନଚଳମ ସ୍ଥିରଃ। ସଂପ୍ରେକ୍ଷ ନାଶିକାଗ୍ରଂ ସ୍ୱଂ ଦିଶଶ୍ଚନବଲୋକୟନ।। ହେ ଅର୍ଜ୍ଜୁନ ! ଶରୀର, ଶିର…