କାରଖାନାରୁ ବିଷାକ୍ତ ଗ୍ୟାସ ଲିକ୍ , ଶତାଧିକ ଅସୁସ୍ଥ
ବିଶାଖାପାଟଣା - ବିଶାଖାପାଟଣା ନିକଟ ଅନାକପଲ୍ଲୀରେ ଏକ ପୋଷାକ ଉତ୍ପାଦନ କାରଖାନାରେ ଗ୍ୟାସ ଲିକ୍ ଯୋଗୁଁ ଶତାଧିକ ଅସୁସ୍ଥ ହୋଇଥିବା ଖବର ମିଳିଛି । ଅସୁସ୍ଥମାନଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି। ବିଶାଖାପାଟଣା ନିକଟସ୍ଥ ଅଚ୍ୟୁତପୁର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ପରିସରରେ…