୨ଜଣ ଆନ୍ତଃରାଜ୍ୟ ଅପରାଧି ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ପୁଲିସ୍ ଆନ୍ତଃରାଜ୍ୟ ୨ଜଣ ଅପରାଧିଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଆନ୍ଧ୍ରପ୍ରଦେଶ ନେଲୁର ଜିଲ୍ଲା କାପ୍ରାଲଟିପ୍ପା ଥାନାର ପେଟ୍ଟଲା ସଂଜୟ (୨୫ ) ଓ ବନଲା ପ୍ରଶାନ୍ତ ( ୨୨ ) । ଅତାବିରା ଥାନା ଅନ୍ତର୍ଗତ ବ୍ଲଗବୁଗା ଗ୍ରାମର ହୃଦାନନ୍ଦ ବେହେରା ଗତ ୬…

‘ରାଜ୍ୟ ମାନଙ୍କ କ୍ଷମତା ସଙ୍କୁଚିତ କରୁଛି କେନ୍ଦ୍ର’

କନ୍ନୁର (କେରଳ) : ରାଜ୍ୟ ମାନଙ୍କ କ୍ଷମତା ସଙ୍କୁଚିତ କରିବା ନେଇ କେନ୍ଦ୍ରକୁ ଭର୍ତ୍ସନା କରିଛନ୍ତି କେରଳ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ । ରାଜ୍ୟ ମାନଙ୍କର କ୍ଷମତା ହ୍ରାସ କରି କେନ୍ଦ୍ରର ବିଜେପି ସରକାର ଦେଶର ଏକତା ତଥା ଅଖଣ୍ଡତାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ପିକଅଫ, ୧୫ ଶ୍ରମିକ ଆହତ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପିକଅଫ ଭ୍ୟାନ(ଓଡ଼ି୦୩ଆର୍୧୦୩୭) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକଅଫଟି ବରପାଲିରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପଟକୁ ଯାଉଥିଲା । ତେବେ ଧାଙ୍ଗେରପାଲି ବୁଲାଣିରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଫଳରେ ଗାଡ଼ିରେ…