ପୁଣି ଗଡିଲା ସମ୍ବଲପୁର – ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର - କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ବନ୍ଦ ରହିଥିବା ସମ୍ବଲପୁର - ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଆଜିଠୁ ପୁଣି ଚଳାଚଳ କରିଛି। ସମ୍ବଲପୁର - ପୁରୀ ଓ ପୁରୀ - ସମ୍ବଲପୁର ଏକ୍ସପ୍ରେସ ଟ୍ରେନ ଆଜିଠୁ ପୁନଃ ଚଳାଚଳ କରିଥିବାର ସୂଚନା ଦେଇଛି ସମ୍ବଲପୁର ରେଳ ମଣ୍ଡଳ । ସମ୍ବଲପୁର ରେଳ…