ପବିତ୍ର ରାମନବମୀରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପବିତ୍ର ରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରିବା ସହ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦେଉବୋଲି ମୁଖ୍ୟମନ୍ତ୍ରୀ ବାର୍ତ୍ତାରେ କହିଛନ୍ତି ।

ମହାକାଳପଡ଼ାରେ ଗ୍ରାମବାସୀ -ଡକାୟତ ମୁହାମୁହିଁ

କେନ୍ଦ୍ରାପଡ଼ା- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ଥାନା କାକଟପୁର ଗାଁରେ ଡକାୟତମାନେ ଲୁଟ୍ କରିଛନ୍ତି । ଫାଙ୍କା ଗୁଳିଚାଳନା ସହ ଭୁଜାଲିରେ ଆକ୍ରମଣ କରି ୧.୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୁନା ଅଳଙ୍କାର ବି ଲୁଟ୍‌ ହୋଇଛି । ଆକ୍ରମଣରେ ଆହତ ହୋଇ ଗୋଟିଏ ପରିବାରର ୪ ସଦସ୍ୟ…

ଇମ୍ରାନ ଖାନଙ୍କ ଇନିଂସ୍ ଶେଷ, ଅନାସ୍ଥା ଭୋଟରେ ହାରିଲେ

ଇସଲାମାବାଦ: ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଇମ୍ରାନ ଖାନ । ବିରୋଧୀଙ୍କ ବାଉନ୍ସରରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି ଇମ୍ରାନ । ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ସାଢ଼େ ତିନି ବର୍ଷର ସରକାରର ଇନିଂସ ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଛି। ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ…

ଶ୍ରୀରାମ ନବମୀ: ଆଧ୍ୟାତ୍ମିକ ସଂସ୍କୃତି ଜାଗରଣର ଏକ ମହାନ ପର୍ବ

ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଏହି ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ମୈ ବନ ଦୀଖି ରିମ ପ୍ରଭୁତାଈ । ଅତି ଭୟ ବିକଲ ନ ତଙହ୍ମହି ସୁନାଈ ॥ ତଦପି ମଲିନ ମନ ବୋଧୁ ନ ଆବା । ସୋ ଫଲୁ ଭଲୀ ଭାଁତି ହମ ପାବା ॥ ଭାବାର୍ଥ :- ମାତା ପାର୍ବତୀ ଶ୍ରୀଶିବଙ୍କୁ କହିଲେ, ମୁଁ ମୋର ପୁର୍ବ ଜନ୍ମରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପ୍ରଭୁତ୍ବକୁ ଜଙ୍ଗଲରେ…

ଗୀତା ମାହାତ୍ମ୍ୟ: ଅନାଶ୍ରିତଃ କର୍ମଫଲଂ କାର୍ଯ୍ୟଂକର୍ମ କରୋତି ଯାଃ। ସ ସନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନି ଚାକ୍ରିୟ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଅନାଶ୍ରିତଃ କର୍ମଫଲଂ କାର୍ଯ୍ୟଂକର୍ମ କରୋତି ଯାଃ। ସ ସନ୍ୟାସୀ ଚ ଯୋଗୀ ଚ ନ ନିରଗ୍ନିର୍ନି ଚାକ୍ରିୟ।। ହେ ଅର୍ଜ୍ଜୁନ ! ଯେଉଁ…

The Master of spices

New Delhi: Harjinder Singh, also known as Chef Sweety Singh, has been preparing Punjabi cuisine since the age of 19. His father began working as a chef at a young age and moved to Delhi from Amritsar in the 1950s to start a food business.