ପୁଣି ବଢ଼ିଲା ସିଏନଜି ଦର, କିଲୋଗ୍ରାମ ପିଛା ଅଢ଼େଇ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଛି ସିଏନଜି ମୂଲ୍ୟ । ଆଜି ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ବୃଦ୍ଧି ହୋଇଛି | କ୍ରମାଗତ ଦ୍ୱିତୀୟ ଦିନ ପାଇଁ ସିଏଜି ଦରରେ ବୃଦ୍ଧି ଘଟିଛି | ଏପର୍ଯ୍ୟନ୍ତ ଏକ ସପ୍ତାହ ମଧ୍ୟରେ ସିଏନଜି ଦର ୯.୧୦ ଟଙ୍କା ବଢିଲାଣି। ଗତକାଲି ମଧ୍ୟ ସିଏନଜି ଦର କିଲୋଗ୍ରାମ ପିଛା…

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର - ରାଜ୍ୟର ୧୦୫ ପୌରାଞ୍ଚଳରେ ଆଜି ଉପାଧ୍ୟକ୍ଷ ନିର୍ବାଚନ ହେଉଛି । ସକାଳ ୧୧ରୁ ୧୨ଟା ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ୧୨ଟା ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଗୋଟାଏ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦିନ ସାଢ଼େ ଗୋଟାଏରୁ ୩ଟା ୩୦…

ରାଜ୍ୟରେ ଆଉ ୨୮ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର - ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ…