ସଡ଼କ ଦୁର୍ଘଟଣାରେ ୩ ମୃତ

ଭଞ୍ଜନଗର - ଗାଙ୍ଗପୁର ଥାନା ଇନ୍ଦନପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗାଙ୍ଗପୁରରୁ କାମ ସାରି ମୁନିଗାଡି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବାପାଙ୍କ ସମେତ ୨ଜଣ ଝିଅଙ୍କ ମୃତ୍ୟୁ ହୋଇଛି । ଗାଡିକୁ ପିକଅପ୍ ଭ୍ୟାନ୍ ପିଟିବାରୁ ୩ ଜଣଙ୍କ…