ସଲମାନ ଖାନଙ୍କୁ ହତ୍ୟା ଧମକ
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ରବିବାର ସକାଳେ ଜଣେ ଅଜଣା ବ୍ୟକ୍ତି ସଲିମ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିଲା। ସଲିମ ଖାନ ମର୍ଣ୍ଣିଂ…