ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା, ୫ଟି କାରକୁ ଧକ୍କା ଦେଲା ମାଲବାହୀ ଟ୍ରକ୍
ଭୁବନେଶ୍ୱର - ରାଜଧାନୀରେ ପୁଣି ସିରିଜ ଦୁର୍ଘଟଣା । ବ୍ୟସ୍ତବହୁଳ ରସୁଲଗଡ ଓଭରବ୍ରିଜ ନିକଟରେ ୫ଟି କାରକୁ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଛି । ୫ଟି କାର୍ ଓ ୩ ବାଇକ୍ ଚୁରମାର୍ ହୋଇଯାଇଛି । ଟ୍ରକ୍ଟି ଗୋଟିଏ ବାଇକ୍କୁ ରସୁଲଗଡ଼ରୁ ହଂସପାଳ ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଏହି ଭୟଙ୍କର…