ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ପହଞ୍ଚି ବା ପରେ ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ବ୍ରଜରାଜନଗର - ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ ଗ୍ରହଣ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମୋଟ ୨୭୯ ବୁଥରେ, ୧୨୮୮ ପୋଲିଂ ଅଫିସର ନିୟୋଜିତ ରହିବେ । ଏଥର ୨୨ଟି ନୂଆ ବୁଥ୍‌ କରାଯାଇଛି । ୫ଟି ପିଙ୍କ ବୁଥ ହୋଇଥିବା ବେଳେ ୬୦ଟି ସମ୍ବେଦନଶୀଳ…

ସାବିତ୍ରୀ ବ୍ରତ ସାଧ୍ୱୀ ନାରୀଙ୍କର ଆଦର୍ଶ!

ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଅମାବାସ୍ୟା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏ ଓଷା ପାଳନ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ କରହିଂ ଗାନ ବହୁ ତାନ ତରଂଗା । ବହୁବିଧି କ୍ରୀଡହୀଂ ପାନ ପତଂଗା ॥ ଦେଖି ସହାୟ ମଦନ ହରଷାନା । କିହ୍ନେସି ପୁନି ପ୍ରପଂଚ ବିଧି ନାନା ॥ ଭାବାର୍ଥ :- ସେହି ରୁପସି ଦେବାଙ୍ଗନାମାନେ ନାନା ପ୍ରକାର କଟାକ୍ଷ ଗୁଡିକୁ ସଂଗୀତମୟ ତାଳରେ ଗାଇବାକୁ ଲାଗିଲେ ଆଉ ହାତରେ କନ୍ଦୁଟ…

ଗୀତା ମାହାତ୍ମ୍ୟ: ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଆରୁରୁକ୍ଷର୍ମୁନେରଯୋଗଂ କର୍ମ କାରଣମୁଚ୍ୟତେ। ଯୋଗାରୂଢସ୍ୟ ତସୈବ ଶମଃ କାରଣମୁଚ୍ୟତେ। ହେ ଅର୍ଜ୍ଜୁନ ! ଯୋଗାରୂଢ ହେବାକୁ…