ବିରେନ ସିଂ ପୁଣି ହେବେ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ଏନ୍ ବିରେନ ସିଂ ମଣିପୁର ବିଜେପି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଦ୍ୱିତୀୟ ଥର ପାଇଁ ବିରେନ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ | ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ମଳା ସୀତାରମଣ ଏବଂ ସହ ପର୍ଯ୍ୟବେକ୍ଷକ କିରେନ ରିଜିଜୁ…

ଏଣିକି ୮ ସପ୍ତାହ ପରେ ଦିଆଯିବ କୋଭିଶିଲ୍ଡର ଦ୍ବିତୀୟ ଡୋଜ୍

ନୂଆଦିଲ୍ଲୀ: କୋଭିଶିଲ୍ଡ କରୋନା ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ପୁଣି ହ୍ରାସ କରିବାକୁ ସରକାରଙ୍କ ଟିକାକରଣ ଉପଦେଷ୍ଟା ଗୋଷ୍ଠୀ (ଏନଟିଏଜିଆଇ) ସୁପାରିସ କରିଛି | କୋଭିଶିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନ ସମ୍ପ୍ରତି ୧୨-୧୬ ସପ୍ତାହ ରହିଛି । ଏହାକୁ ବର୍ତ୍ତମାନ ୮-୧୬ ସପ୍ତାହକୁ ହ୍ରାସ…

ମହଙ୍ଗା ହେଲା ଡିଜେଲ, ଲିଟର ପିଛା ୨୫ ଟଙ୍କା ବୃଦ୍ଧି; ଏହି ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି। ଡିଜେଲର ଏହି ଦରବୃଦ୍ଧି କେବଳ ହୋଲସେଲ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଖୁଚୁରା ବା ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ଦର ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ୪୦ ପ୍ରତିଶତ…

ମୁଖ୍ୟମନ୍ତ୍ରୀ ପାଳିଲେ ପଖାଳ ଦିବସ, କହିଲେ- ‘ପଖାଳ ମୋର ପସନ୍ଦ’

ଭୁବନେଶ୍ୱର- ପଖାଳ । ଏହା ଏକ କେବଳ ଖାଦ୍ୟ ନୁହେଁ , ବରଂ ପ୍ରତିଟି ଓଡିଆଙ୍କ ମହନୀୟ ଖାଦ୍ୟ ପରମ୍ପରାର ଏକ ପରିଚୟ । ପଖାଳ ପାଖରେ ଗରିବ ଧନୀ, ଛୁଆଁ ଅଛୁଆଁର କିଛି ବାଛବିଚାର ନାହିଁ । ସବୁ ଓଡିଆଙ୍କ ପ୍ରାଣ ହେଉଛି ପଖାଳ ଭାତ । କଂସାଏ ପଖାଳ ଭାତରେ ଯେଉଁ ତୃପ୍ତି ଓ ଆତ୍ମସନ୍ତୋଷ ମିଳେ, ସେହି…

‘ବିତ୍ତୀୟ ନିଅଣ୍ଟ ବଢ଼ିବା ସତ୍ତ୍ୱେ କାହାରି ଚିନ୍ତା ନାହିଁ’, ମୋଦି ସରକାରଙ୍କ ଆର୍ଥିକ ନୀତିକୁ…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ କଲ୍ୟାଣମୂଳକ ଯୋଜନାରେ ଅଧିକ ଖର୍ଚ୍ଚ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ହେବା ସହ ଆର୍ଥିକ ନିଅଣ୍ଟ ଏକ ଅସାଧାରଣ ସ୍ତରରେ ପହଞ୍ଚିଛି ବୋଲି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା କହିଛନ୍ତି। ସିହ୍ନା କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ଯେ…