କୋରାପୁଟରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ଡିଜିପି

କୋରାପୁଟ- ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ କୋରାପୁଟ ଗସ୍ତ କରିଛନ୍ତି । ସୁନିଲ କୁମାର ବଂଶଲ ଆଜି କୋରାପୁଟ ଗସ୍ତକରି OSAP ତୃତୀୟ ବାଟାଲିୟନ ସହିତ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ସଭାଗୃହ…