ଆନ୍ଧ୍ରକୁ ଝଟକା : କୋଟିଆ ପ୍ରସଙ୍ଗରେ ରିଟ ପିଟିସନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ - କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ଆନ୍ଧ୍ର ପ୍ରଦେଶକୁ ଝଟକା । ଆନ୍ଧ୍ର ପ୍ରଦେଶ ଲୋକ ପ୍ରତିନିଧି କୋଟିଆ ଆନ୍ଧ୍ରର ବୋଲି କରିଥିବା ଆବେଦନକୁ ଖାରଜ କରିଦେଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ର ସରକାର ତଥା ସେଠାକାର ଲୋକ ପ୍ରତିନିଧି ଓଡିଶାର କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ଦର୍ଶାଇ…