ଗିରଫ ହେଲେ କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର

ଭୁବନେଶ୍ୱର- ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ୱଜିତ ମହାପାତ୍ର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ଦୁଇ ଦିନ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରି ବିପୁଳ ପରିମାଣର କଳାଟଙ୍କା ଠାବ କରିଥିଲା । ବିଶ୍ୱଜିତଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ…