ବରଗଡ଼ର ବିଭିନ୍ନ ଏଫସିଆଇ ଗୋଦାମରେ ଦିଲ୍ଲୀ ଟିମର ନମୁନା ସଂଗ୍ରହ ଜାରି

ବରଗଡ଼ର: ଦିଲ୍ଲୀରୁ ଆସିଥିବା ଏଫ୍‌ସି ଆଇ ବରଗଡ଼ ଜିଲ୍ଲାରେ ଟିମ୍ ଆଜି ପହଞ୍ଚି କେନ୍ଦ୍ରୀୟ ବିଭିନ୍ନ ଓଏସ୍ଏସ୍‌ଡବ୍ଲୁ ଆରଆରସି ଗୋଦାମକୁ ଯାଇ ଯାଞ୍ଚ କରିଛନ୍ତି । ଭାରତ ସରକାରଙ୍କ ଖାଦ୍ୟ ମନ୍ତ୍ରାଳୟର ଆସିଷ୍ଟାଣ୍ଡ ଡାଇରେକ୍ଟର ପ୍ରୀତି ଶୁକ୍ଳାଙ୍କ ନେତୃତ୍ଵରେ ୧୨ରୁ ଅଧିକ ସଂଖ୍ୟକ ଅଧିକାରୀଙ୍କ…

ରାୟଗଡା ଜିଲ୍ଲାରେ ୫ ନକଲି ନକ୍ସଲ ଗିରଫ

ରାୟଗଡା- ରାୟଗଡା ଜିଲ୍ଲାରେ ୫ ଜଣ ନକଲି ନକ୍ସଲଙ୍କୁ ଗିରଫ କରାଯାଇଛି । ଠିକା କ୍ୟାମ୍ପରେ ଆକ୍ରମଣ ଓ ପୋଡାଜଳା ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତମାସ ୨୧ ତାରିଖରେ ୫ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା ବୁଡାଗୁଡା ଗାଁରେ ଥିବା ଠିକା କ୍ୟାମ୍ପ…

କରୋନା ଅପଡେଟ୍: ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୪,୮୭୭ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଗତକାଲି ତୁଳନାରେ ଏହା ୧୧% କମ୍ । ଦିନକରେ ଆଉ ୬୮୪ ଲୋକଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ମୋଟ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୮ ହଜାର ୬୬୫କୁ ବୃଦ୍ଧି ପାଇଛି। ଦେଶବ୍ୟାପୀ…

ରାଜ୍ୟରେ ୧୧୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧୧୪୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୬୯ ଓ ସ୍ଥାନୀୟ ଅଂଚଳରୁ ୪୭୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୨୪୪ । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୫୩, ସୁନ୍ଦରଗଡରୁ ୧୨୭, ଅନୁଗୁଳରୁ ୯୪, କଟକରୁ ୬୫,…

ରାଜ୍ୟରେ ଆଉ ୨୨ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ସଂକ୍ରମଣ କମୁଛି । କିନ୍ତୁ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଆଉ ୨୨ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୮୮୪ରେ ପହଂଚିଛି । ବାଲେଶ୍ୱରରେ ସର୍ବାଧିକ ୮, ସୁନ୍ଦରଗଡରେ ୪, ଗଞ୍ଜାମରେ ୩,…

ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ୩୬ ଘଂଟା ପୂର୍ବରୁ ରହିବେ ନାହିଁ…

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ ଅନ୍ତର୍ଗତ ୨୦୨ଟି ଜିଲ୍ଲା ପରିଷଦ, ୧୬୬୯ଟି…

ଭ୍ୟାନକୁ ପିଟିଲା ଟ୍ରକ, ୪ ମୃତ

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡିରେ ଏକ ଭ୍ୟାନକୁ ଗୋଟିଏ ଟ୍ରକ ଧକ୍କା ଦେବା ଯୋଗୁଁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଛି ।…

ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର-ରାଜ୍ୟର ପ୍ରଥମ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । କୋରୋନାରୁ ସୁସ୍ଥ ହେଲା ପରେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା ।…

କୋଭିଡ୍ ଟିକା ତିଆରି କଲେ ବ୍ରହ୍ମପୁର ଆଇଜର୍- କେ.ଏନ୍.ୟୁନିଭର୍ସିଟି

ବ୍ରହ୍ମପୁର: ଆଇଜର୍ ବ୍ରହ୍ମପୁର ଏବଂ ଆସାନ୍‌ସୋଲସ୍ଥିତ କାଜି ନାଜରୁଲ୍ ବିଶ୍ଵବିଦ୍ୟାଳୟ (କେ.ଏନ୍.ୟୁନିଭର୍ସିଟି) ମିଳିତ ଭାବେ ନୂତନ କୋଭିଡ୍ ଟିକା ‘ଅଭିସ୍ କୋଭାକ୍‌’ ପ୍ରସ୍ତୁତି କରିପାରିଥିବା ଦାବି କରିଛନ୍ତି। ଯଦିଓ ଅଭିସ୍ କୋଭାକ୍ ଟିକାର ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଲିନିକାଲ୍…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ୧୯ ମାସର ଝିଅ

ବ୍ରହ୍ମପୁର: ବୟସ ମାତ୍ର ଏକ ବର୍ଷ ୭ ମାସ। କୋମଳମତି ଶିଶୁ କନ୍ୟାଟି ଠିକ୍ ଭାବେ ଚାଲିପାରେନି। ଅଥଚ ତାର ମସ୍ତିଷ୍କର ବିଚକ୍ଷଣତା ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟଚକିତ କରିପାରିବ। ଏ ଠାରୁ ଜେଡ୍ ଇଁରାଜୀ ଅକ୍ଷର ହେଉ କି ପଶୁପକ୍ଷୀ, ଫୁଲ ଅଥବା ପନିପରିବା ନାମ ପଚାରନ୍ତୁ ବେଶ୍ ସହଜରେ,…