ଆୟର, ପନ୍ତଙ୍କ ଚମକ, ୩-୦ରେ ସିରିଜ୍ ପୋଛିନେଲା ଭାରତ

ଅହମ୍ମଦାବାଦ: କରୋନାରୁ ସୁସ୍ଥ ହୋଇ ଫେରିଥିବା ଶ୍ରେୟସ ଆୟର ଓ ରିଷଭ ପନ୍ତଙ୍କ ଲଢୁଆ ଅର୍ଦ୍ଧଶତକ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୯୬ ରନରେ ଧରାଶାୟୀ କରିଛି । ଏଥିସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଜିତିନେଇ କାରିବିୟାନ ଦଳର ମୂଳପୋଛ…

ଭୁବନେଶ୍ବରରେ ବିଏସକେୱାଇର ଉପଯୋଗ ଏବଂ ହିତାଧିକାରୀଙ୍କ ମତାମତର ତର୍ଜମା କରିବ ବିଏମସି

ଭୁବନେଶ୍ଵର: ଓଡିଶା ସରକାରଙ୍କ ପ୍ରମୁଖ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ- ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ ) ର ସେବା ହିତାଧିକାରୀଙ୍କୁ ସୂଚାରୁ ରୁପେ ମିଳିବା ଏବଂ ଏହାର ଲକ୍ଷ୍ୟ ସାଧନକୁ ତ୍ବରାନ୍ବିତ କରିବା ପାଇଁ ଭୁବନେଶ୍ଵର ମହାନକର ନିଗମ ( ବି ଏମ୍ ସି ) କର୍ତ୍ତୃପକ୍ଷ…

ବରଗଡ଼ରେ ଚିନିକଳ ପୁନରୁଦ୍ଧାର ଆଶା ଉଦଜୀବିତ ! ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀ ଉତ୍ସାହିତ

ବରଗଡ଼ ଚିନିକଳ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ଏଥିପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ବେଳେ ହାଇଲେବେଲ୍‌ କମିଟିର ବୈଠକରେ କାରଖାନାର ସବିଶେଷ ଉନ୍ନତୀ ପାଇଁ ଆଲୋଚନା ହୋଇସାରିଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ସର୍ବଭାରତୀୟ ବଜାରରେ ଚିନିର…

କୁରୁମକେଲରେ ହେବ ଶେଷଥର ଭୋଟ ଗ୍ରହଣ, ନିର୍ବାଚନ ପରେ ଉଚ୍ଛେଦ ହେବ ଗାଁ

ବରଗଡ଼: ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟର କୋର୍ ଏରିଆକୁ ‘ ଇକୋ ସେନ୍‌ସିଟିଭ ଜୋନ୍ ଭାବେ ଭାରତୀୟ ରାଜପତ୍ରରେ ଘୋଷଣା କରାଯିବା ପରେ ଜନବସତି ଗୁଡ଼ିକୁ ଅଭୟାରଣ୍ୟର ପେରିଫେରି ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି । ଅମ୍ବାଭନା ବ୍ଲକର ଭୂତଲି , କୁରୁମକେଲ ଓ ରେଙ୍ଗାଲି ଗ୍ରାମବାସୀ କୁରୁମକେଲ…

ଏଡିଏମଙ୍କ ବିପୁଳ କଳାଧନ : ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ, ସ୍ତ୍ରୀଙ୍କ ନାଁରେ…

ଭୁବନେଶ୍ୱର -ଆୟ ବହିର୍ଭୂତ ସଂପତ୍ତି ମାମଲାରେ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ବିଭିନ୍ନ ଠିକଣାରେ ଚଢାଉ କରି ୨ ଶୁକ୍ରବାର ସଂଧ୍ୟା ସୁଦ୍ଧା ଭିଜିଲାନ୍ସ ଟିମ୍ ୨ କୋଟି ଟଙ୍କାର ବ୍ୟାଙ୍କ ଏଫଡି, ସଂଚୟ ଟଙ୍କା ଓ ଜୀବନ ବୀମା ପଲିସି ଠାବ କରିଛି । ଏହାଛଡା ୩୫୦ ଗ୍ରାମ ଓଜନର ସୁନାଗହଣା…