ଆସନ୍ତାକାଲି ଓଏସଏସଟିଇଟି ପରୀକ୍ଷା

ଭୁବନେଶ୍ୱର- ଆସନ୍ତାକାଲି ଓଏସଏସଟିଇଟି ପରୀକ୍ଷା ହେବ । ସକାଳ ୯ରୁ ସାଢେ ୧୧ଟା ଯାଏଁ ପ୍ରଥମ ସିଟିଂ ଓ ଦିନ ସାଢେ ଗୋଟାଏରୁ ଅପରାହ୍ନ ସାଢେ ୩ଟା ଯାଏଁ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ମୋଟ ୭୨ ହଜାର ୨୮୦ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ପ୍ରଥମ ପତ୍ର ପାଇଁ ୬୮ ହଜାର ୭୪୨ ଓ ଦ୍ୱିତୀୟ…

ଆସନ୍ତା ୧୨ରୁ ଖୋଲିବ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବ । କୋଭିଡ କଟକଣା ପାଳନ ସହ ସବୁ ଧାର୍ମିକ ଅନୁଷ୍ଠାନ ଖୋଲିବ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ୧୫ ବର୍ଷରୁ କମ ବୟସର ପିଲାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି…

ଚାଉଳ ପ୍ରସଙ୍ଗରେ ଗର୍ଜିଲା ବିଜେଡି, କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ଏଫସିଆଇ ଅଫିସ ଆଗରେ ଧାରଣା ଓ ପ୍ରତିବାଦ

ଭୁବନେଶ୍ୱର- ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଥିବା ବିଜେଡି ଆଜି ରାସ୍ତାକୁ ଓହ୍ଲାଇଛି । କେନ୍ଦ୍ର ସରକାର ଉଷୁନା ଚାଉଳ କିଣା ପ୍ରତିଶ୍ରୁତିରୁ ଓହରି ଯାଇଥିବାରୁ ପ୍ରତିବାଦ କରିଛି ବିଜେଡି । ଭୁବନେଶ୍ୱର ଭାରତୀୟ ଖାଦ୍ୟ ନିଗମ-ଏଫସିଆଇ ଅଫିସ ଆଗରେ ଆଜି ବିଜେଡି ପକ୍ଷରୁ…

ଦୁର୍ନୀତି ଓ ଅପାରଗତା ଯୋଗୁଁ ୫ ଅଧିକାରୀଙ୍କୁ ବିଦା କଲେ ରାଜ୍ୟ ସରକାର 

ଭୁବନେଶ୍ୱର- ଦୁର୍ନୀତି ଓ ଅପାରଗତା ଯୋଗୁଁ ୫ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ଇଞ୍ଜିନିୟର,ସିଡିପିଓ, ଅଙ୍ଗନବାଡି, ସୁପରଭାଇଜର, ପୋଲିସ ଇନସପେକ୍ଟର ଓ ଆରଏସ ଅଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ଓ ଅପାରଗତା ଯୋଗୁଁ ଏ ଯାଏଁ ୧୪୬…