ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ରାମ ନାମ ଗୁନ ଚରିତ ସୁହାଏ । ଜନମ କରମ ଅଗନିତ ଶୃତି ଗାଏ ॥ ଜଥା ଅନଂତ ରାମ ଭଗବାନା । ତଥା କଥା କିରତି ଗନ ନାନା ॥ ଭାବାର୍ଥ :- ବେଦରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର ନାମ, ଗୁଣ, ଚରିତ୍ର ଆଉ କର୍ମ ବିଷୟରେ ବିଷଦ ଭାବରେ ଅସଂଖ୍ୟ କଥା କୁହାଯାଇଛି । ଯେପରି…

ଗୀତା ମାହାତ୍ମ୍ୟ: ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ। ନାତ୍ୟୁଛିତଂ ନାତିନିଛଂ ଚୈଲାଜିନ କୁଶୋତମମ।।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ। ନାତ୍ୟୁଛିତଂ ନାତିନିଛଂ ଚୈଲାଜିନ କୁଶୋତମମ।। ହେ ଅର୍ଜ୍ଜୁନ ! ଶୁଦ୍ଧଭୂମୀ…

ଜିଏମ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବ ଐତିହ୍ୟ ଦିବସ

ସମ୍ବଲପୁର: ଐତିହ୍ୟ ଗୋଟିଏ ଅଞ୍ଚଳ ତଥା ଜାତିର ପରିଚୟ ଜନିତ ସାକ୍ଷ୍ୟ ଅଟେ। ଜାତିକୁ ଆଗାମୀ ଦିନ ପାଇଁ ପ୍ରେରଣା ଯୋଗାଇ ଦେବା ସକାଶେ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକ। ଐତିହ୍ୟ ଯେକୌଣସି ଗ୍ରାମ ବା ସହରର ଠିକଣା। ଏହା ଖଜୁରାହା, କୋଣାର୍କ ଅଥବା ହୁମା ଭଳି ଛୋଟ ଜନବସତିକୁ ମଧ୍ୟ…