ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁରୀ ଏସପି

ପୁରୀ- ଶ୍ରକ୍ଷେତ୍ରରେ ଶ୍ରୀଜିଉଙ୍କ ଆସନ୍ତା ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଗତବର୍ଷର ସୁରକ୍ଷା ଢାଂଚା ସଂପର୍କରେ ବିଶ୍ଳେଷଣ କରିଛନ୍ତି ଏସପି କନୱର ବିଶାଲ ସିଂହ । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ହିଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ…

କୋଭିଡ କଟକଣା ପାଳନ କରାଯାଇ ସଫଳତାର ସହ ଆଗେଇ ଚାଲିଛିି ରଥନିର୍ମାଣ କାର୍ଯ୍ୟ

ପୁରୀ- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରୁଖୁରୁରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥଖଳାରେ ୧୮୦ରୁ ଅଧିକ ରଥନିର୍ମାଣ ସେବକ ଏଥିପାଇଁ ନିୟୋଜିତ ହୋଇଛନ୍ତି । ସମସ୍ତଙ୍କୁ ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଇଛି । ସେମାନଙ୍କୁ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଶ୍ରୀମନ୍ଦିର…

ବିଜେପିରେ ସାମିଲ ହୋଇଥିବା ତୃଣମୂଳ କଂଗ୍ରେସ ନେତାଙ୍କ ହେବ ଘରବାହୁଡ଼ା

କୋଲକାତା: ବିଧାନସଭା ନିର୍ବାଚନର ମାସକ ପରେ ଦଳ ଡେଇଁ ବିଜେପିରେ ସାମିଲ ହୋଇଥିବା ବିଦ୍ରୋହୀ ନେତା ପୁଣି ତୃଣମୂଳ କଂଗ୍ରେସକୁ ଫେରିବାକୁ ମନ ବଳାଇଛନ୍ତି । ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରୟଙ୍କ ଭଳି ହେଭିୱେଟଙ୍କ ସହ ବହୁ ସଂଖ୍ୟକ ନେତା ତୃଣମୂଳ କଂଗ୍ରେସ ଛାଡ଼ି…

ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦଉଡି ଯୋଗାଇଲା ଓଡିଶା କତା ନିଗମ

ପୁରୀ – ରଥ ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୨୦ଟି ଦଉଡି ମିଳିଛି । ଓଡିଶା କତା ନିଗମ ପକ୍ଷରୁ ୧୪ଟି ରଥଟଣା ଓ ୬ଟି ଘେର ଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯାଇଛି । ୧୦୦ ମିଟର ଲମ୍ବା ଘେର ଦଉଡିଗୁଡିକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରାଯାଇଛି ।

କେନ୍ଦ୍ର ସରକାର କୋଭିଡ ଟିକା କିଣିବା ଉପରେ ସହମତି ସୃଷ୍ଟି ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର- କୋଭିଡ ଟିକାକରଣରେ ରାଜ୍ୟଗୁଡିକ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ସୁରୁଖୁରୁରେ ଟିକାକରଣ ସଂପାଦନ କରିବା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣିବା ଦରକାର । ଏ ବାବଦରେ ସହମତି ସୃଷ୍ଟି କରିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି…

୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ କେବଳ ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି, ଅନ୍ୟମାନଙ୍କର ବି ଏହି ଲଢେଇରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । କୋଭିଡ ପାଇଁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୦୪ର କର୍ମଚାରୀମାନେ ମଧ୍ୟ ଭଲ ସେବା ଯୋଗାଉଛନ୍ତି । ଏଥିପାଇଁ ୧୦୪…

ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିଲା, ବିଳମ୍ବରେ ଖସୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ସଂକ୍ରମଣ ଧୀରେ ଧୀରେ କମ୍ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ,ବର୍ତ୍ତମାନ ଦେଶରେ ସଂକ୍ରମଣ ହାର କମିବାରେ ଲାଗିଛି । ଅନ୍ୟ ରାଜ୍ୟରେ ଯେତେବେଳେ ସଂକ୍ରମଣ ହାର ଅଧିକ ଥିଲା, ସେତେବେଳେ ଆମ ରାଜ୍ୟରେ…