ଗୀତା ବାଲିଙ୍କ ଠାରୁ ଐଶ୍ୱର୍ଯ୍ୟା ରାୟ, ପ୍ରତି ପୀଢ଼ିର ଅଭିନେତ୍ରୀଙ୍କ ପାଇଁ ଲତା ଗାଇଛନ୍ତି ଅନେକ ସୁପରହିଟ୍ ଗୀତ..

ମୁମ୍ବାଇ: କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | କରୋନାରେ ସଂକ୍ରମିତ ହେବା ପରେ ଲତାଙ୍କୁ ଜାନୁଆରୀ ୮ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିଲା, ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡ଼ି ଯିବା ପରେ…