ଠିକାଦାରଙ୍କ ଆତ୍ମହତ୍ୟା ମାମଲା: କର୍ଣ୍ଣାଟକ ମନ୍ତ୍ରୀ ଇଶ୍ୱରପ୍ପାଙ୍କ ନାଁରେ ଏତଲା

ବେଙ୍ଗାଲୁରୁ: ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ପଞ୍ଚାୟତ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସନ୍ତୋଷଙ୍କ ମୃତଦେହ ମଙ୍ଗଳବାର ସକାଳେ ଉଡୁପିର ଏକ ଲଜରେ ମିଳିଥିଲା । ମୃତ ଠିକାଦାର ମନ୍ତ୍ରୀ ଇଶ୍ୱରପ୍ପାଙ୍କ ବିରୋଧରେ ମାନସିକ…