ପୁଣି ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା
ନୂଆଦିଲ୍ଲୀ - କେନ୍ଦ୍ର ସରକାର ପୁଣି ଥରେ ଆୟକର ରିଟର୍ଣ୍ଣ ସମୟସୀମା ବଢାଇଛନ୍ତି । ଆଇଟିଆର ଦାଖଲ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୧୫କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆଇଟିଆର ଦାଖଲ…