ତୃତୀୟ ଲହର ପ୍ରକୋପ: ୨୪ ଘଣ୍ଟାରେ ଦେଶରେ ଆଉ ୨.୬୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୪୦୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୮ ଲକ୍ଷ ୫୦ ହଜାର ୯୬୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ…

ଖରାପ ପାଗ ଓ ପାଇଲଟଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଜେନେରାଲ ରାୱତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ: ଡିସେମ୍ବର ୮ରେ ଘଟିଥିବା ସେନା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ଟ୍ରାଇ-ସର୍ଭିସେସ୍ କୋର୍ଟ ଅଫ୍ ଇନକ୍ୱାରୀ ଏହାର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି ବୋଲି ଭାରତୀୟ ବାୟୁସେନା କହିଛି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ବିପିନ…

ରାଜ୍ୟରେ ଆଉ ୧୦ ହଜାର ୮୫୬ କୋରୋନା ଆକ୍ରାନ୍ତ ଚିହ୍ନଟ,ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୮୭

ଭୁବନେଶ୍ୱର- ଲଗାତର ତୃତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୮୫୬ ପଜିଟିଭ । ସଙ୍ଗରୋଧରୁ ୬ ହଜାର ୨୯୩ ଓ ସ୍ଥାନୀୟ ଅଂଚଳରୁ ୪୫ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ…

୨୦୨୧ରେ ଓଡିଶାରେ ବଜ୍ରପାତରେ ସର୍ବାଧିକ ୨୧୩ ଲୋକଙ୍କ ମୃତ୍ୟୁ : ଆଇଏମଡି ରିପୋର୍ଟ

ନୂଆଦିଲ୍ଲୀ -ଓଡିଶାରେ ବଜ୍ରପାତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଇଏମଡିର ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ ମସିହାରେ ରାଜ୍ୟରେ ୨୧୩ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସମଗ୍ର ଦେଶରେ ମୋଟ ୭୮୦ ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଓଡିଶା ପରେ ମଧ୍ୟ…

ପଂଚାୟତ ନିର୍ବାଚନ ପରିଚାଳନା ନେଇ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର

ଭୁବନେଶ୍ୱର-ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆଜି ନିର୍ବାଚନ ପରିଚାଳନା ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓକନଫରେନସିଂ ଜରିଆରେ…

ଖୋର୍ଦ୍ଧା ସହରରେ ହାତୀପଲଙ୍କ ଉପଦ୍ରବ, ଭାଙ୍ଗିଲେ ଇଭିଏମ ଷ୍ଟୋର୍

ଖୋର୍ଦ୍ଧା – ଖୋର୍ଦ୍ଧା ସହରରେ ହାତୀ ଉପଦ୍ରବ । ସହର ଭିତରେ ହାତୀଙ୍କ ଉପଦ୍ରବ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଗତକାଲି ବିଳମ୍ବିତ ରାତିରେ ସହର ଭିତରେ ହାତୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଭିଏମ ଷ୍ଟୋର୍ ପାଚେରୀ ଭାଙ୍ଗିଦେଇଥିଲେ । ହାତୀପଲର ଗତିବିଧି ଉପରେ ନଜର…