ଦିଲ୍ଲୀରେ କରୋନାର ଭୟାନକ ସ୍ଥିତି, ଅତିରିକ୍ତ କମିଶନରଙ୍କ ସହ ୧୦୦୦ ପୋଲିସ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ପୁଣିଥରେ ଦିଲ୍ଲୀରେ ନିଜର ଭୟାନକ ରୂପ ଦେଖାଇବା ଆରମ୍ଭ କରିଛି । ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଏହି ଭୂତାଣୁ କବଳିତ ହୋଇଛନ୍ତି। ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ…