ଡିଜେଲ ଦରବୃଦ୍ଧିର ପ୍ରଭାବ: ନିୟନ୍ତ୍ରଣ ବାହାରକୁ ଯାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ସମ୍ବଲପୁର : ଦୀର୍ଘ 2 ବର୍ଷ ଧରି କରୋନା ମହାମାରୀ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି। ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗରିବଙ୍କ ଘରେ ଚୁଲି ଜଳିବା ବି କଷ୍ଟକର ହୋଇପଡିଛି। ହେଲେ ବର୍ତ୍ତମାନ ଏହି ମହାମାରୀରୁ ମୁକୁଳିବାକୁ ଚେଷ୍ଟା କଲା ବେଳେ ଅତ୍ୟାବଶ୍ୟକ…