ଧର୍ମ ସଂସଦରେ ସଂଖ୍ୟାଲଘୁଙ୍କୁ ହତ୍ୟା ପାଇଁ ଖୋଲା ଆହ୍ୱାନ, ହସ୍ତକ୍ଷେପ କରିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ହରିଦ୍ଵାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ଆହ୍ଵାନରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟର ୭୬ ଜଣ ଓକିଲ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ଧାର୍ମିକ…