କରୋନା ଅପଡେଟ୍: ଦିନକରେ ୧୫୬ ଓମିକ୍ରନ୍ ରୋଗୀ ଚିହ୍ନଟ, ମୋଟ ମାମଲା ୫୭୮କୁ ବୃଦ୍ଧି
ନୂଆଦିଲ୍ଲୀ : ଭାରତରେ ଗୋଟିଏ ଦିନରେ ଓମିକ୍ରନର ସର୍ବାଧିକ ୧୫୬ଟି ମାମଲା ରିପୋର୍ଟ ହୋଇଛି ଏବଂ ଏହା ସହିତ ଦେଶରେ କରୋନାର ଏହି ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୭୮କୁ ବୃଦ୍ଧି ପାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଜାରି ତଥ୍ୟରେ କହିଛି ଯେ ଓମିକ୍ରନ୍ ସଂକ୍ରମିତ…