ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ ପଛରେ ପକାଇଲା ଆପ୍

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ ଝଟକା ଲାଗିଛି । ପ୍ରଥମ ଥର ଏହି ପୌର ନିଗମରେ ନିର୍ବାଚନ ଲଢୁଥିବା ​​ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଚମତ୍କାର ପ୍ରଦର୍ଶନ କରି ବିଜେପିକୁ ଦ୍ବିତୀୟ ସ୍ଥାନକୁ ଠେଲି ଦେଇଛି । ଏପରିକି ମେୟର ଥିବା ବିଜେପି…

ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ବୈଠକ

ଭୁବନେଶ୍ୱର- ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ନେଇ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଓ ପିସିସିଏଫ ଶଶୀ ପଲ୍‌ଙ୍କ ମଧ୍ୟରେ ବୈଠକ ହୋଇଛି । କେଉଁ କାରଣରୁ ଟ୍ରେନ ଧକ୍କାରେ ହାତୀଙ୍କର ପ୍ରାଣ ଗଲା, ସେ ନେଇ ଆଜି ସଂଧ୍ୟାରେ ଦୁଇ ସିସିଏଉ ତଦନ୍ତ ରିପୋର୍ଟ ଦେବେ । ଭୂଷଣ୍ଢପୁରରେ ଟ୍ରେନ…

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ

କଟକ- ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆକ୍ରାନ୍ତ ଜଣକ ନାଇଜେରିଆରୁ ଫେରିଥିଲେ । ଗତ ୧୭ ତାରିଖରେ ଓମିକ୍ରନ ଆକ୍ରାନ୍ତ ହେବା ପରେ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତାଙ୍କର କୌଣସି ଲକ୍ଷଣ ନ ଥିଲା । ତାଙ୍କର ଦୁଇ ଥର…