କରୋନା ଅପଡେଟ୍: ଦେଶରେ ଆଉ ୬,୩୫୮ ନୂଆ ମାମଲା, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର ୬,୩୫୮ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୨୯୩ ଜଣଙ୍କର ମୃତ୍ୟୁ…

ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁରାଲ୍ ୱାର୍କ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ସେଠୀଙ୍କ ଦିଗପହଣ୍ଡି…

ପ୍ରଥମ ସମେଟିଭ ଆସେସମେଂଟ ପରୀକ୍ଷା ପାଇଁ ଆଜିଠୁ ମାଟ୍ରିକ ପିଲାଏଁ ପାଇବେ ଆଡମିଟ୍ କାର୍ଡ

ଭୁବନେଶ୍ୱର- ଜାନୁଆରୀ ୫ ତାରିଖରୁ ମାଟ୍ରିକ ପିଲାଙ୍କ ପ୍ରଥମ ସମେଟିଭ ଆସେସମେଂଟ୍ ପରୀକ୍ଷା ଆରମ୍ଭ ହେଉଛି । ନୂଆ ଢାଂଚାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହି ପରୀକ୍ଷା ଓଏମଆରସିଟରେ ହେବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ…

ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ କୋଲକାତାର ଉଡଲାଣ୍ଡ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା | ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା…

ରାଜ୍ୟରେ ୧୫୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୫୬ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୩ ଓ ସ୍ଥାନୀୟ ଅଂଚଳରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୦ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଆକ୍ରାନ୍ତ…

ବକ୍ସିଂ ଡେ ଟେଷ୍ଟରେ ଇଂଲଣ୍ଡର ଆତ୍ମସମର୍ପଣ, ଆସେସ୍ ଟ୍ରଫି ବଜାୟ ରଖିଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଆସେସ୍ ସିରିଜ୍ କବଜା କରିଛି | ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନରେ ହରାଇଛି ଅଷ୍ଟ୍ରେଲିଆ । ଏଥିସହ ଘରୋଇ ଦଳ ସିରିଜର ୩-୦ ଅପରାଜୟ ଅଗ୍ରଣୀ ହାସଲ କରି ଆସେସ୍ ଟ୍ରଫି ବଜାୟ ରଖିଛି । ଏହି ପରାଜୟ ଦୀର୍ଘ…

ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଛି | ବିଶେଷ କରି ବହୁ ସଂଖ୍ୟକ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। | ରାଜ୍ୟଗୁଡିକର କରୋନା ସ୍ଥିତ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ବଡ଼ ବୈଠକ ଡାକିଛି। ବୈଠକରେ ପିଲାମାନଙ୍କ ଟିକାକରଣ…

‘କୋଭୋଭାକ୍ସ’ ଓ ‘କୋର୍ବେଭାକ୍ସ’ ଟିକାର ଜରୁରି ବ୍ୟବହାର ପାଇଁ ବିଶେଷଜ୍ଞ କମିଟିର ସୁପାରିସ

ନୂଆଦିଲ୍ଲୀ: ଦେଶର ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ବିକଶିତ କୋଭିଡ୍ ଭ୍ୟାକ୍ସିନ୍ 'କୋଭୋଭାକ୍ସ' ଓ ବାୟୋଲୋଜିକାଲ୍-ଇ କମ୍ପାନୀର ଟିକା 'କୋର୍ବେଭାକ୍ସ'ର ଜରୁରୀ ବ୍ୟବହାରକୁ ମଞ୍ଜୁରି ଦେବା ପାଇଁ ସୁପାରିସ କରିଛି। ସରକାରୀ ସୂତ୍ରରୁ…