କରୋନା ଅପଡେଟ୍: ଦିନକରେ ଆଉ ୭,୧୮୯ ଆକ୍ରାନ୍ତ ଚିହ୍ନଟ, ୩୮୭ ମୃତ; ଓମିକ୍ରନ୍ ମାମଲା ୪୦୦ ଟପିଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ସାରା ଦେଶରେ ୭,୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନର ବିପଦ ମଧ୍ୟରେ ଗତକାଲି ତୁଳନାରେ ଆଜି କରୋନା ମାମଲାରେ ବୃଦ୍ଧି ଘଟିଛି। ଦିନକ ପୂର୍ବରୁ ଦେଶରେ ୬୬୫୦ ମାମଲା ରିପୋର୍ଟ…