୧୩ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ, ଏସସିବିର ସଂପ୍ରସାରଣ ପାଇଁ ୮୮୮ କୋଟି ଟେଣ୍ଡର ମଞ୍ଜୁରୀ, ୩୩୨୮ ମଲ୍ଟି…

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କଟକ ଏସସିବର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ ମଞ୍ଜୁରୀ ଦିଆଯାଇଛି । କଳାହାଣ୍ଡିର ସାନ୍ଦୁଲ ନଦୀରେ ବ୍ୟାରେଜ ପାଇଁ ନିଷ୍ପତ୍ତି ହୋଇଛି । ୨୯ ଗାଁର ୫ ହଜାର…