ଇତିହାସ ରଚିଲେ ଶ୍ରୀକାନ୍ତ, ପ୍ରଥମ ଭାରତୀୟ ପୁରୁଷ ଭାବେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ଜିତିଲେ

ହୁଏଲଭା (ସ୍ପେନ୍‌): ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କ ଚମତ୍କାର ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି । ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସିଙ୍ଗାପୁରର ଲୋ କିଆନ୍ ଇୟୁଙ୍କ ଠାରୁ ପରାସ୍ତ ହୋଇ ଶ୍ରୀକାନ୍ତଙ୍କୁ ରୌପ୍ୟରେ ସନ୍ତୁଷ୍ଟ…