ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ଗୋପାଳପୁରର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ

ବ୍ରହ୍ମପୁର – ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ପ୍ରଭାବିତ ହୋଇ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ନେତା ଧର୍ମରାଜ ରେଡ୍ଡୀ ଓ ତାଙ୍କର ଶତାଧିକ ସମର୍ଥକ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଧର୍ମରାଜ ଓ ତାଙ୍କ…

ଦେଶର ୧୧ ରାଜ୍ୟରେ ୧୦୧ ଓମିକ୍ରନ୍ ମାମଲା ଚିହ୍ନଟ, ଅଣଜରୁରୀ ଯାତ୍ରା ଏଡାଇବାକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲା ୧୦୦ ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ୧୧ଟି ରାଜ୍ୟରେ ଏଯାବତ୍ ଏହି ଭାରିଆଣ୍ଟର ମୋଟ ୧୦୧ ମାମଲା ରିପୋର୍ଟ ହୋଇଛି। ସେ କହିଛନ୍ତି ଯେ ଗତ ୨୦ ଦିନ ଧରି ଦୈନିକ କୋଭିଡ ସଂକ୍ରମଣ…

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁ କୋଭିଡ ହସପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର- ପଡୋଶୀ ରାଜ୍ୟଗୁଡିକରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶା ପାଇଁ ଚିନ୍ତାର ବିଷୟ । ହେଲେ ଏ ଯାଏଁ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତେବେ, ଆଗକୁ ସତର୍କ ରହିବାକୁ ରାଜ୍ୟ ସରକାର ସୀମାନ୍ତ ଜିଲ୍ଲାଗୁଡିକୁ କହିଛନ୍ତି । ଏଣେ ଡିଏମଇଟି ପ୍ରଫେସର…

ମାଓନେତା ଦୁବାସି ଶଙ୍କରକୁ ଲଗାତର ଦ୍ୱିତୀୟ ଦିନ ଏନଆଇଏ ଜେରା

ଭୁବନେଶ୍ୱର- ଝାରପଡା ଜେଲରେ ଥିବା ମାଓନେତା ଦୁବାସି ଶଙ୍କରକୁ ଲଗାତର ଦ୍ୱିତୀୟ ଦିନ ଜେରା କରିଛି ଏନଆଇଏ । ୨୦୧୨ ଚିତ୍ରକୋଣ୍ଡା ବିସ୍ଫୋରଣ ମାମଲାରେ ଶଙ୍କରକୁ ଜେରା କରୁଛି ଦୁଇ ଜଣିଆ ଏନଆଇଏ ଟିମ୍ । ମାଓବାଦୀମାନେ ବ୍ୟବହାର କରୁଥିବା ଆଇଡି, ଆରଡିଏକ୍ସ ସହ ଏକେ ୪୭, ଇନସାସ ଭଳି ଘାତକ ବନ୍ଧୁକ…