‘ଯଦି ରେପ୍ ହେବାର ଅଛି, ତେବେ ଏହାର ମଜା ନିଅ’, କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ: ମହିଳାଙ୍କୁ ନେଇ କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି ରମେଶ କୁମାରଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ବିଧାନସଭାରେ ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇ ରମେଶ କୁମାର କହିଛନ୍ତି ଯେ ଯେତେବେଳେ ରେପ୍ ହେବାର ଅଛି, ତେବେ ଲୋଟିଯାଅ ଏବଂ…

ରାଜ୍ୟରେ ଆଉ ୧୫୪ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୫୪ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୯୧ ଓ ସ୍ଥାନୀୟ ଅଂଚଳରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯, କଟକ…

ଦାରିଙ୍ଗବାଡି ରାଜ୍ୟର ସବୁଠାରୁ ଥଣ୍ଡା ସହର, ରାଜ୍ୟରେ ୮ ସହରରେ ୧୧ ଡିଗ୍ରୀ ତଳେ ତାପମାତ୍ରା

ଭୁବନେଶ୍ୱର- ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଶୀତର ପ୍ରକୋପ । ରାଜ୍ୟରୁ ସବୁଠାରୁ ଥଣ୍ଡା ସହର ହୋଇଛି । ଏଠାରେ ରାତିର ତାପମାତ୍ରା ସର୍ବନିମ୍ନ ୬ ଦଶମିକ ୫ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟର ୮ଟି ସହରରେ ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ୭ ଦଶମିକ ୫ ,…

କରୋନା ଅପଡେଟ୍: ଦିନକରେ ଆଉ ୭,୪୪୭ ନୂଆ ମାମଲା ଚିହ୍ନଟ, ୩୯୧ ମୃତ

ନୂଆଦିଲ୍ଲୀ: ଦେଶରେ ଘାତକ କରୋନାଭାଇରସର ବିପଦ ଏବେ ବି ରହିଛି। ବଡ କଥା ହେଉଛି ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟ୍ର ମାମଲା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ଆଉ ୭,୪୪୭ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ…

ନୂଆପଡା ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ

ନୂଆପଡା- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ନଙ୍ଗଲବୋଡ ନିକଟରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଯବାନମାନେ କମ୍ବିଂ କରୁଥିବା ବେଳେ ମାଓବାଦୀମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ଗୁଳି ଚଳାଇବା ପରେ ଯବାନମାନେ ପାଲଟା ଗୁଳିଚାଳନା କରିବାରୁ ସେମାନେ…

ଦେଶରେ ବଢୁଛି ଓମିକ୍ରନ୍ ମାମଲା, ମୋଟ ସଂକ୍ରମିତ ସଂଖ୍ୟା ୮୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି | ଗୁରୁବାର ଆଉ ୧୪ ଜଣ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କର୍ଣ୍ଣାଟକରେ ପାଞ୍ଚଟି ମାମଲା, ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ତେଲେଙ୍ଗାନାରେ ୪ଟି ଏବଂ ଗୁଜୁରାଟରେ ଗୋଟିଏ ମାମଲା ରହିଛି। ଏହା ସହିତ ଦେଶରେ…