ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କୋହଲି, ରୋହିତ ଓ ଅଶ୍ବିନଙ୍କ ମାନ୍ୟତା ଅପରିବର୍ତ୍ତିତ, ବୁମ୍ରା ଖସିଲେ

ଦୁବାଇ: ବୁଧବାର ରିଲିଜ୍ ହୋଇଥିବା ଆଇସିସି ଟେଷ୍ଟ୍ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂରେ ନିଜର ସ୍ଥିତି ବଜାୟ ରଖିଥିବାବେଳେ ବୋଲିଂରେ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ମାନ୍ୟତା ଅପରିବର୍ତ୍ତିତ ରହିଛି। ରୋହିତ ପଞ୍ଚମ, କୋହଲି ଷଷ୍ଠ ଏବଂ…