ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ, ତୀବ୍ରତା ସଂପର୍କରେ ସୂଚନା ନ ଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଦେଶରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରିପ୍ରେକ୍ଷୀରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଲୋକମାନେ ଆତଙ୍କିତ ନ ହୋଇ ସତର୍କ ରହିବା ଦରକାର । କେନ୍ଦ୍ର ସରକାରଙ୍କଠାରୁ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ସଂପର୍କରେ ସୂଚନା ମିଳୁଛି । ଆକ୍ରାନ୍ତ…

ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିପାରେ ସମ୍ଭାବ୍ୟ ବାତ୍ୟା, ଆଜି ମଧ୍ୟରାତ୍ରିରୁ ବଢିବ ବର୍ଷା, ୪ ଜିଲ୍ଲାକୁ ରେଡ୍…

ଭୁବନେଶ୍ୱର – ବଙ୍ଗୋର ସାଗରରେ ଗଭୀର ଅବପାତ ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ସେ କହିଛନ୍ତି । ୪ ତାରିଖ ସଂଧ୍ୟା କିମ୍ବା ୫ ତାରିଖ ଦିନ ସକାଳେ…

କରୋନା ଅପଡେଟ୍: ଦେଶରେ ଆଉ ୯,୨୧୬ ନୂଆ ମାମଲା, ୩୯୧ ମୃତ

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ବିପଦ ମଧ୍ୟରେ ଦେଶରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୯,୨୧୬ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ୩୯୧ ରୋଗୀଙ୍କ ମୃତ୍ୟୁ ହୋଇଛି। ବଡ କଥା ହେଉଛି ଓମିକ୍ରନ୍ ଦେଶରେ ପାଦ ଥାପିସାରିଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ…