‘ବିଶ୍ବ ଖୁସି ରିପୋର୍ଟ’ରେ ୧୩୬ତମ ସ୍ଥାନରେ ଭାରତ, ରାହୁଲ କହିଲେ ଶୀଘ୍ର ଆମେ ‘ଘୃଣା’ ଓ…

ନୂଆଦିଲ୍ଲୀ: ଜାତିସଂଘର ଓ୍ବାର୍ଲ୍ଡ ହାପିନେସ୍ ବା ବିଶ୍ବ ଖୁସି ରିପୋର୍ଟରେ ଲଗାତାର ପଞ୍ଚମ ବର୍ଷ ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ଖୁସି ଦେଶର ମାନ୍ୟତା ପାଇଛି। ଅବଶ୍ୟ ଭାରତର ମାନ୍ୟତାରେ ଉନ୍ନତି ଆସିଛି | ତଥାପି ଭାରତ ବହୁତ ତଳେ ଅଛି | ଓ୍ବାର୍ଲ୍ଡ ହାପିନେସ୍ ତାଲିକାରେ ଅନ୍ତର୍ଭୁକ୍ତ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ନିଲମ୍ବିତ

ଭୁବନେଶ୍ୱର – ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ବିଜେଡିର ବିଭିନ୍ନ ଶାଖାରୁ ନେତାମାନଙ୍କୁ ନିଲମ୍ବନ କରାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ବିକାଶ ତରାଇଙ୍କୁ ନିଲମ୍ବିକ କରାଯାଇଛି । ବିଜୁ ଛାତ୍ର ଜନତା ଦଳର ସଭାପତି…

ରାଜ୍ୟରେ ୫୦ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ବର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୮ ଜଣ ୧୮ ବର୍ଷରୁ କମ୍ ବୟସ୍କ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧ ଜଣ…

ଖୁସି ରହନ୍ତୁ, ସୁଖୀ ରହନ୍ତୁ

ବିଜନ କୁମାର ମହାପାତ୍ର ପରିବର୍ତ୍ତନ ହିଁ ନିରନ୍ତର । ଆଉ ମଣିଷ ପାଇଁ ଖୁସି ଅନ୍ୱେଷଣ ଏକ ନିରନ୍ତର ପ୍ରକ୍ରିୟା । ମହାମାରୀ ଓ ଯୁଦ୍ଧ ପ୍ରଭାବିତ ଦୁନିଆରେ ‘ଖୁସି’ର କଥା କହିବା ଅଡୁଆ ଲାଗିବ ସତ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ସମସ୍ତଙ୍କୁ ହତାଶ, ନିରାଶ ନ ହୋଇ ଖୁସି ରହିବା…

୨୫ ଦିନରେ ୟୁକ୍ରେନ ଯୁଦ୍ଧ, ମାରିଉପୋଲ ସହରରେ ରୁଷୀୟ ଟ୍ୟାଙ୍କ୍, ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ

କିଭ୍: ୟୁକ୍ରେନ ବନ୍ଦର ସହର ମାରିଉପୋଲରେ ଭୟଙ୍କର ଯୁଦ୍ଧ ଚାଲିଛି | ରୁଷ ଏଠାରେ କ୍ରମାଗତ ଭାବରେ ଆକ୍ରମଣ କରୁଛି। ରୁଷର ଘେରାବନ୍ଦୀରେ ଫସିଥିବା ମାରିଉପୋଲ ସହରର ମେୟର କହିଛନ୍ତି ଯେ ସହରରେ ଭୀଷଣ ଲଢେ଼ଇ ଯୋଗୁଁ ବୋମା ମାଡରେ ଧ୍ବଂସ ହୋଇଥିବା ଥିଏଟରର ଭଗ୍ନାବଶେଷ ତଳେ ଫସି ରହିଥିବା…