ଟିକସ ଫାଙ୍କି ଅଭିଯୋଗରେ ୧୪ ଜିଲ୍ଲାରେ ଜିଏସଟି ଚଢ଼ାଉ

ଭୁବନେଶ୍ୱର- ଟିକସ୍ ଫାଙ୍କି ଅଭିଯୋଗରେ ରାଜ୍ୟର ୧୪ ଜିଲ୍ଲାର ୩୦ଟି ସ୍ଥାନରେ ଜିଏସ୍‌ଟି ବିଭାଗ ଚଢଉ କରିଛି। ଚଢ଼ଉରେ ୧୩୦ ଟିମ୍‌ ସାମିଲ ଥିଲେ। କଟକ, ଖୋର୍ଦ୍ଧା , ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର, ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼ ର ପ୍ରମୁଖ ସ୍ଥାନରେ ଜିଏସଟି ଚଢ଼ଉ…