ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ଭୁବନେଶ୍ୱର- ପୁଣି ଥରେ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି । ହାଇଟେକ ଛକରେ ବ୍ରାଉନସୁଗାର ପାଇଁ ଡିଲ୍ ହେଉଥିବା ବେଳେ ଏୟାର ଫିଲଡ ଥାନା ପୋଲିସ ଆନନ୍ଦ କୁମାର ନାମକ ଜଣେ ବେପାରୀଙ୍କୁ ଗିରଫ କରିଛି । ତା ପାଖରୁ ୨୫୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୫…

କୋରୋନାର ନୂଆ ଭେରିଏଂଟ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଇନ୍ଦୋର ଓ ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭେରିଏଂଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିପାରେ । ଡେଲଟା ପ୍ଲସ ପ୍ରଜାତିର ଏହା ନୂଆ ଭେରିଏଂଟ୍ । ଏ ପର୍ଯ୍ୟନ୍ତ ଏହା କେତେ…

ଦିଗପହଣ୍ଡି ବନାଞ୍ଚଳରେ ୯ ଟିକିଆ ହାତୀ ପଲ

ଦିଗପହଣ୍ଡି: ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚାଙ୍ଗୁଡ଼ିଦେଇ ଜଙ୍ଗଲରେ ପହଞ୍ଚିଛନ୍ତି ରତନେଇ ଜଙ୍ଗଲରୁ ଆସିଥିବା ୯ ସଦସ୍ୟ ବିଶିଷ୍ଟ ହାତୀ ପଲ। ଗତକାଲି ରାତିରେ ହାତୀମାନେ ଆସି ମୌଳାଭଣଜା ଗାଁ ରାଧାନଗର ନିକଟ କେତେକ ଧାନ ଚାଷ ଜମିରେ ପଶି ଫସଲ ନଷ୍ଟ କରି ପକାଇଛନ୍ତି। ହାତୀଙ୍କ ଦଳାଚକଟାରେ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥୁଆମୂଳ ରାମପୁର ବ୍ଲକ ସିଡିପିଓ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ-ସିଡିପିଓ ପୁଷ୍ପାଞ୍ଜଳି ରଥ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଙ୍ଗନବାଡି କର୍ମୀ ଭାବେ ଜଣକୁ ନିଯୁକ୍ତ କରିବା ପାଇଁ ସେ ଏକ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ତାଙ୍କୁ…

କୋରୋନା ସଂକ୍ରମଣ ଏଣ୍ଡେମିକ ସ୍ଥିତିରେ ରହିଛି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଏଣ୍ଡେମିକ୍ ଷ୍ଟେଜ୍‌ରେ ରହିଛି । ଏହି ଷ୍ଟେଜ୍‌ରେ ବି କୋରୋନା ରହିବ । କୋରୋନା ସଂକ୍ରମଣ ବଢିବା ଓ କମିବା ଏକ ଡାଇନାମିକ ପ୍ରୋସେସ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ…