କରୋନା ଅପଡେଟ୍: ୨୪ ଘଣ୍ଟାରେ ଆଉ ୧୪,୩୦୬ ନୂଆ ମାମଲା ଚିହ୍ନଟ, ୪୪୩ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୧୫ ହଜାରରୁ କମ୍ ମାମଲା ପଞ୍ଜିକୃତ ହେଉଛି। ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪,୩୦୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ​​ଦିନକରେ ଆଉ ୪୪୩ କରୋନା ସଂକ୍ରମିତ ଲୋକ ପ୍ରାଣ…

ରାଜ୍ୟରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୨୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଂଚଳରୁ ୧୭୬ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଶିଶୁ ଓ କିଶୋର । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଓ କଟକରୁ ୪୦ ଆକ୍ରାନ୍ତ ଚିହ୍ନଟ…

ମମିତା ମେହେର ହତ୍ୟା ମାମଲା, ପୁଣି ଜେଲ୍ ଗଲା ଗୋବିନ୍ଦ ସାହୁ

ବଲାଙ୍ଗିର- ବହୁଚର୍ଚ୍ଚିତ ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଅବଧି ଶେଷ ହୋଇଛି । ସେ ପୁଣି ଜେଲ୍ ଯାଇଛି । ଆଜି ସକାଳ ୭ଟାରେ ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା…

ବାରଘରର ବିକାଶ ନକ୍ସା ଆଙ୍କିଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ତିନି ବର୍ଷ ତଳର କଥା। ଅକ୍ଟୋବର ୨୦୧୮ରେ ପ୍ରାକୃତିକ ବିପର୍ଯ୍ୟୟ ତଥା ତିତଲି ବାତ୍ୟା ଗଜପତି ଜିଲ୍ଲାବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଗଜପତି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ କ୍ଷୟକ୍ଷତିର ଶିକାର ହୋଇଥିଲା। ସେତେବେଳେ ଏହି ଜିଲ୍ଲାର ପୁନଃନିର୍ମାଣ…

ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ଏକାଦଶ ଶ୍ରେଣୀ ପରେ ଆଜିଠାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ କ୍ଲାସ ଆରମ୍ଭ । କ୍ଲାସରୁମ ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ । ସବୁ ସରକାରୀ, ବେସରକାରୀ ଓଡିଆ ଓ ଇଂରାଜୀ ମାଧ୍ୟମ ସ୍କୁଲରେ ସକାଳ ୯ଟାରୁ ୧୨ଟା ୩୦ ମିନିଟ ଯାଏ ଚାଲିବ ପାଠପଢା । କଡା କୋରୋନା କଟକଣା…

ପାରଦ ଖସୁଛି, ଜାଡ଼ ବଢୁଛି କନ୍ଧମାଳକୁ ଆସୁଛି ପର୍ଯ୍ୟଟନ ଋତୁ

ଦାରିଙ୍ଗବାଡ଼ି: ଆସିଯାଇଛି ଶୀତ ଋତୁ। ଫେରି ଆସୁଛି ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜାଡ଼ର ମାହୋଲ। ପ୍ରକୃତି ସତେ ଯେମିତି ନିଜକୁ ଥଣ୍ଡାର ଚାଦରରେ ସଜାଇ ହୋଇ ନୂଆ ରୂପରେ ପର୍ଯ୍ୟଟକଙ୍କ ସକାଶେ ମନଲୋଭା ପରିବେଶ ସୃଷ୍ଟି କରୁଛି। ଆମନ୍ତ୍ରଣ କରୁଛି,…