ସିନିଅର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶା

ଝାନ୍‌ସୀ –ଝାନସୀରେ ଚାଲିଥିବା ସିନିଅର ମହିଳା ହକି ପ୍ରତିଯୋଗିତାରେ ଓଡିଶାର ବିଜୟଧାରା ଜାରି ରହିଛି । ପ୍ରତିଯୋଗିତାରେ ଓଡିଶା ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଛତିଶଗଡକୁ ୩-୦ ଗୋଲରେ ହରାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧୀନ ଓଡିଶା…

ମମିତା ମେହେର ହତ୍ୟା ମାମଲା : ଦେହାବଶେଷ ସହ ୫୪ଟି ତଥ୍ୟ କୋର୍ଟରେ ଦାଖଲ କଲା ପୋଲିସ

ବଲାଙ୍ଗିର- ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ତଦନ୍ତ ବେଳେ ଜବତ ହୋଇଥିବା ଦେହାବଶେଷ ସହ ୫୪ଟି ତଥ୍ୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦାଖଲ କରିଛି ବଲାଙ୍ଗୀର ପୋଲିସ । ଜବତ ହୋଇଥିବା ଦେହାବଶେଷ ଓ ଅସ୍ତି ଟେଷ୍ଟିଂ ପାଇଁ ଲାବୋରେଟୋରିକୁ ପଠାଯିବ । ଏଣେ ଏହି ହତ୍ୟା ମାମଲାରେ…

ଆଇଟିବିପି ସ୍ଥାପନା ଦିବସରେ ଓଡିଶା ପୋଲିସର ଶୁଭେଚ୍ଛା

ଭୁବନେଶ୍ୱର -ଆଜି ହେଉଛି ଇଣ୍ଡୋ-ତିବତ ସୀମା ପୋଲିସ -ଆଇଟିବିପିର ସ୍ଥାପନା ଦିବସ । ଦେଶର ସୀମାର ସୁରକ୍ଷା ପାଇଁ ଆଇଟିବିପି ଯୋଦ୍ଧା ଓ କିମ୍ବଦନ୍ତୀଙ୍କୁ ସମ୍ମାନ ଜଣାଇଛି ଓଡିଶା ପୋଲିସ । ସଂପୂର୍ଣ୍ଣ ଭାବେ କର୍ତ୍ତବ୍ୟ ସଂପାଦନ ପୂର୍ବକ ଅପୂର୍ବ ବାରତ୍ୱ ଓ ସାହସର ସହ ସୀମାରେ ସୁରକ୍ଷା ନିଶ୍ଚିତ…

ଜାତିସଂଘ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ହେଉଛି ଜାତିସଂଘ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଆନ୍ତର୍ଜାତିକ ସହଯୋଗ ଦୃଢ କରିବା ସବ ସମସ୍ତଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭବିଷ୍ୟତ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୯୪୫…

ରାଜ୍ୟରେ ଆଉ ୪୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୪୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୭୮ ଜଣ ହେଉଛନ୍ତି ଶିଶୁ ଓ କିଶୋର । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୧୮୦ ଓ କଟକରୁ ୬୨ ଆକ୍ରାନ୍ତ…

ମମିତା ମେହେର ହତ୍ୟା ମାମଲା, ଆଜି ସରୁଛି ଅଭିଯୁକ୍ତ ଗୋବିନ୍ଦ ସାହୁର ପୋଲିସ ରିମାଣ୍ଡ

ବଲାଙ୍ଗିର – ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ରିମାଣ୍ଡ ଶେଷ ହେଉଛି । ଗତକାଲି ରାତିରେ ଗୋବିନ୍ଦକୁ ଏସପି ଅଫିସରୁ ରିଜର୍ଭ ପୋଲିସ ବାରାକକୁ ଅଣାଯାଇଥିଲା । ରାଧେ ଘରୁ ମିଳିଥିବା ବ୍ୟାଗ୍ ସଂପର୍କରେ…

ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ପାଲଟିଛି ବରଦାନ

ଲେଖକ- ହର୍ଷିତା ବିଶ୍ବାଳ ବଲାଙ୍ଗୀର: ଇ ହେଲଥ କାର୍ଡ ଆମର୍ ବାଗିର୍ ଅଭାବୀ ଲୁକର୍ ଲାଗିଁ ବଢେଟେ ଆଶିରବାଦ୍ ଆଏ । ଆଘୋ ଛୁଆ ଟେ ବେମାର୍ ସେମାର୍ ଲାଗିଁ ପଏସା ଅଭାବ୍ ନୁ ଡାକ୍ତରଖାନା ନୁ ଫିରି ଆଉଥିଲୁଁ । ହେଲେଁ ଇହାଦେ ଇ କାର୍ଡ ଥି ସବୁ ଅସପତାଲେଁ ମଗନା ଚିକିତ୍ସା ମିଲିପାରବା । ଇ…