ଅକ୍ଟୋବର ୨୬ରୁ ଉତ୍ତର-ପୂର୍ବ ମୌସୁମୀ ବାୟୁର ଆଗମନ

ନୂଆଦିଲ୍ଲୀ: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଉତ୍ତର-ପୂର୍ବ ମୌସୁମୀର ଆଗମନ ବିଷୟରେ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ବିଭାଗ କହିଛି ଯେ ପଶ୍ଚିମ ତଟରେ ଲଘୁଚାପ ବଳୟ ଯୋଗୁଁ ଦେଶର ଅନେକ ସ୍ଥାନରେ ବର୍ଷା ହୋଇପାରେ।…

ଜମ୍ମୁ-କାଶ୍ମୀର ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା

ନୂଆଦିଲ୍ଲୀ: ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ବିମାନବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ପାଛୋଟି ନେଇଥିଲେ। ତାଙ୍କର ତିନି…

ବାଲିଘାଟ ସୀମାକୁ ନେଇ ଭୁବନ ଥାନା ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଆହତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି । ବ୍ରାହ୍ମଣୀ ମାର୍ଥାପୁର ବାଲିଘାଟ ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ସଂଘର୍ଷ ହୋଇଛି । ଆହତଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ହସପିଟାଲରେ ଭର୍ତ୍ତି…

କରୋନା ଅପଡେଟ୍: ହଠାତ୍ ବଢ଼ିଗଲା ମୃତ୍ୟୁ ସଂଖ୍ୟା, ଦିନକରେ ୬୬୬ ମୃତ, ୧୬,୩୨୬ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୧୬,୩୨୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ମୋଟ କୋଭିଡ ମାମଲା ୩ କୋଟି ୪୧ ଲକ୍ଷ ୫୯ ହଜାର ୫୬୨କୁ ବୃଦ୍ଧି ପାଇଛି। ତେବେ ସମଗ୍ର ଦେଶରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ହଠାତ୍ ବଢିଯାଇଛି । ଦିନକରେ ଏହି ମହାମାରୀରେ ୬୬୬ ଜଣଙ୍କର…