ଗଞ୍ଜାମ ପୋଲିସକୁ ବଡ଼ ସଫଳତା: ୭୫ ଲକ୍ଷ, ୮.୫ କେଜି ସୁନା ସହ ୪୪ କେଜି ନିଶା ସାମଗ୍ରୀ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକ ନାମକ ନିଶା ବେପାରୀଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ଠାରୁ ଜବତ ହୋଇଛି ୩୪ କେଜି ୯୪ ଗ୍ରାମ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ ଅଫିମ। ତେବେ ଉକ୍ତ ଘରୁ ପୋଲିସ ନଗଦ ୭୫ ଲକ୍ଷ ୯ ହଜାର…