‘କରଦାତାଙ୍କ ଟଙ୍କାରେ ଚାଲିଛି ଟିକାକରଣ, ମାଗଣା କେମିତି ହେଲା?’ ୧୦୦ କୋଟି ଟିକାକରଣ ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ୧୦୦ କୋଟି ଟପିଛି । ଏନେଇ ବିଜେପି ଜୋରସୋରରେ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ କରିଛି। କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ ଏହି ଦେଶରେ କିଛି ବି‌ ମାଗଣା ନୁହେଁ। କରଦାତାଙ୍କ ଟଙ୍କାରେ ଟିକାକରଣ ଚାଲିଛି |…

ଅନନ୍ୟା ପାଣ୍ଡେଙ୍କୁ ଦ୍ବିତୀୟ ଦିନ ପାଇଁ ଏନସିବିର ଜେରା, ଆର୍ୟନଙ୍କ ସହ ହ୍ବାଟସଆପରେ ଗଞ୍ଜେଇ ବିଷୟରେ ହୋଇଥିଲା ଚାଟିଂ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନଙ୍କ ସହ ହ୍ବାଟସଆପ୍ ଚାଟ୍ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) କ୍ରମାଗତ ଦ୍ୱିତୀୟ ଦିନ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ଜାରି ରଖିଛି। ଅନନ୍ୟାଙ୍କୁ ଆଜି ସକାଳ ୧୧ ଟା ସୁଦ୍ଧା ହାଜର…