ସାଟେଲାଇଟ୍ ଫଟୋରୁ ଖୁଲାସା, କିଭ୍ ଆଡ଼କୁ ମୁହାଁଉଛନ୍ତି ରୁଷ୍ ସେନା

କିଭ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଷଷ୍ଠ ଦିନରେ ପ୍ରବେଶ କରିଛି | ରୁଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ସହ ଧ୍ବଂସର ତାଣ୍ଡବ ଜାରି ରଖିଛି | ଏହି ଆକ୍ରମଣ ଦ୍ୱାରା ୟୁକ୍ରେନ ପ୍ରାୟ ଧ୍ୱଂସ ହୋଇଯାଇଛି, ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୁତ ନୁହେଁ। ଯଦିଓ…

ହତାଶାରେ ବିଜେପିର ହାତ ଧରି ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ ନିର୍ବାଚନରେ ପରାସ୍ତ

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଛନ୍ତି ବିଜେପି ନେତ୍ରୀ ଅଞ୍ଜଳି ବେହେରା । ହଁ, ସେହି ଅଞ୍ଜଳି ବେହେରା, ଯିଏ କି ଦିନେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । ପରିଚିତି ପାଇଥିଲେ । ଅଞ୍ଜଳି…

ଗୁଜୁରାଟ ଟାଇଟନ୍ସକୁ ଝଟକା, ଆଇପିଏଲ୍-୨୦୨୨ରୁ ଓହରିଲେ ଜେସନ୍ ରୟ

ନୂଆଦିଲ୍ଲୀ: ଇଂଲଣ୍ଡ ଓପନର୍ ଜେସନ୍ ରୟ ଆଇପିଏଲ୍ ୨୦୨୨ ରୁ ଆଉଟ୍ ହୋଇଛନ୍ତି। ସେ ଏଥର ଗୁଜୁରାଟ ଟାଇଟାନ୍ସ ଦଳର ଅଂଶ ଥିଲେ। ବାୟୋ ବବଲରେ ଚାପ ଦର୍ଶାଇ ରୟ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ଗତ ସପ୍ତାହରେ ଫ୍ରାଞ୍ଚାଇଜିଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ସୂଚନା…

CM Greets People on Maha Shivratri

Bhubaneswar: Odisha Chief Minister Naveen Patnaik has greeted people of the State on the auspicious occasion of Maha Shivratri. ପବିତ୍ର ଶିବରାତ୍ରୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାଦେବଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ,…