ବିଜେପି ନେତାଙ୍କ ଅଭିଯୋଗ: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ହିଁ ଲକ୍ଷ୍ମୀପୁର ଘଟଣାର ମୁଖ୍ୟ କାର୍ପଟଦାର୍

ଲକ୍ଷ୍ନୌ: ଲକ୍ଷ୍ମୀପୁରରେ କାର୍ ଚଢ଼ାଇ ଚାଷୀଙ୍କୁ ହତ୍ୟା ଘଟଣା ନେଇ ଏବେ ବିଜେପି ଭିତରେ ଅସନ୍ତୋଷ ଦେଖା ଦେଇଛି । ଦଳର ନେତା ତଥା ପୂର୍ବତନ ବିଧାୟକ ରାମ ଇକବାଲ୍ ସିଂ ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର…

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପୁରୁଣା ଭିଡିଓ ଟ୍ବିଟ୍ କରି କେନ୍ଦ୍ରକୁ ଟାର୍ଗେଟ କଲେ ବରୁଣ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁରୁଣା ଭିଡିଓ ଟୁଇଟ୍ କରି ବିଜେପି ସାଂସଦ ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବରୁଣ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବାଜପେୟୀ ସେହି ସମୟର ଚାଷୀ ଆନ୍ଦୋଳନ ଉପରେ…