କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ଅକ୍ଟୋବର ୨୦ ଯାଏଁ ଜେଲରେ ରହିବେ ଆର୍ୟନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ। ପ୍ରାୟ ଦୁଇ ଦିନ ଧରି ଶୁଣାଣି ପରେ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି।…

ଇଡି ସମ୍ମୁଖରେ ହାଜର ହେଲେ ଅଭିନେତ୍ରୀ ନୋରା ଫତେହି, ଏହି ମାମଲାରେ ହେବ ଜେରା

ନୂଆଦିଲ୍ଲୀ: ଏକ ମନି ଲଣ୍ଡ୍ରିଂ ମାମଲାରେ ଜେରା ପାଇଁ ବଲିଉଡ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦିଲ୍ଲୀର ତିହାର ଜେଲରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରା ଫତେହିଙ୍କୁ ପଚରାଉଚରା କରାଯିବ। ଏହି ମାମଲାରେ…

ଲକ୍ଷ୍ମୀପୁର ହିଂସା ମାମଲା: ଘଟଣାସ୍ଥଳରେ ଡେମୋ ଦେଖାଇଲେ ମନ୍ତ୍ରୀଙ୍କ ପୁଅ

ଲକ୍ଷ୍ମୀପୁର ଖେରୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଘଟଣାସ୍ଥଳକୁ ନେଇଛି । ଅକ୍ଟୋବର ୩ରେ ଘଟିଥିବା ଘଟଣାର ଡେମୋ ଦେଖାଇଥିଲେ…

ପୋତାଗଡ଼ ଦୁର୍ଗରୁ ମିଳିଲା ପ୍ରାଚୀନ ତମ୍ବା ମୂର୍ତ୍ତି

ଗଞ୍ଜାମ: ଗଞ୍ଜାମ ସହର ନିକଟ ଐତିହାସିକ ପୋତାଗଡ଼ ଦୁର୍ଗର ପୁନରୁଦ୍ଧାର ତଥା ନବୀକରଣ କାର୍ଯ୍ୟ ଚାଲୁ ରହିଛି। ଏହି ସମୟରେ ଦୁର୍ଗ ନିକଟରୁ ପ୍ରାଚୀନ ଶୁଦ୍ଧ ତମ୍ବା ମୂର୍ତ୍ତି ମିଳିଛି। ବ୍ରିଟିଶ ଶାସନ ଅମଳର ଏହି ଦୁର୍ଗର ଏକ ନିର୍ଦ୍ଧିଷ୍ଟ ଜାଗାକୁ ଖୋଳିବା ସମୟରେ ସେଠାରୁ ଅତି ପ୍ରାଚୀନ ତମ୍ବାରେ…

ତିନି ସୀମାବର୍ତ୍ତୀ ରାଜ୍ୟରେ ବିଏସ୍ଏଫ୍ ର କ୍ଷମତା ବୃଦ୍ଧି କରାଯିବା ନେଇ ବିବାଦ, ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଲେ ସଂଘୀୟ…

ନୂଆଦିଲ୍ଲୀ: ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ଅନ୍ତର୍ଜାତୀୟ ସୀମା (ଭାରତ-ପାକିସ୍ଥାନ ଏବଂ ଭାରତ-ବାଂଲାଦେଶ) ର ୫୦ କିଲୋମିଟର ମଧ୍ୟରେ ବିଏସଏଫ ଅଧିକାରୀଙ୍କୁ ଅନୁସନ୍ଧାନ, ଜବତ ଏବଂ ଗିରଫ କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ (ବିଏସଏଫ) ଆଇନରେ ସଂଶୋଧନ…