ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସୁସ୍ଥତା ଖବର ଶୁଣିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ, ଅସୁସ୍ଥତା ଯୋଗୁଁ ଡକ୍ଟର…

ଉପରାଷ୍ଟ୍ରପତିଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍‌ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କଲା ଭାରତ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟୁଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ ନେଇ ଚୀନ୍‌ର ଆପତ୍ତିର କଡ଼ା ଜବାବ ଦେଇଛି ଭାରତ । ଭାରତ କହିଛି ଯେ ଅରୁଣାଚଳ ପ୍ରଦେଶ ଆମର ଅବିଚ୍ଛେଦ୍ୟ ଅଙ୍ଗ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଭାରତର ଅନ୍ୟ କୌଣସି ରାଜ୍ୟ ଭଳି…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ : ବାତ୍ୟାା ଆଶଙ୍କା ଦୂର କଲା ପାଣିପାଗ ବିଭାଗ, କେବଳ ବର୍ଷା

ଭୁବନେଶ୍ୱର- ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଉପକୂଳରେ ପହଂଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ସ୍ୱଳ୍ପ ବୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅକ୍ଟୋବର ୧୬…

ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାର ରେକର୍ଡ, ଦେଶର ପ୍ରଥମ ଜିଲ୍ଲା ଭାବେ ୧୦୦% ଟିକାକରଣ

ସିମଲା: ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ଟିକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶର ପ୍ରଥମ ଜିଲ୍ଲା ଭାବରେ କିନ୍ନୌର ଶତ ପ୍ରତିଶତ ଟିକାକରଣ ସଫଳତା ହାସଲ କରିଛି । ଜିଲ୍ଲାରେ ସମସ୍ତ ଲୋକଙ୍କୁ କରୋନା ଟିକାର ଉଭୟ ଡୋଜ୍ ଦିଆଯାଇଛି। କିନ୍ନୌର ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି। ଏ…